ଅବଧାରିବା Abadhāribā

  • ଦେ. ପଦ୍ୟ. କ୍ରି—(ସଂ. ଅବଧାରଣ) — ନିର୍ଣ୍ଣୟ କରିବା — To ascertain
  • ଦେ. ପଦ୍ୟ. କ୍ରି—(ସଂ. ଅବଧାରଣ) — ସମସ୍ତ ଅବଧାରିଲା. ନଳ ଖନ୍ଦାରେ ପଶିଲା। ପ୍ରାଚୀ—ନଳଚରିତ।
  • ଦେ. ପଦ୍ୟ. କ୍ରି—(ସଂ. ଅବଧାରଣ) — (ଆଦେଶାଦି) ପାଳନ କରିବା — To obey; to carry out
  • ଦେ. ପଦ୍ୟ. କ୍ରି—(ସଂ. ଅବଧାରଣ) — ମନେ ସ୍ମରି ସୁଦେଷ୍ଣା ଯେ ଲେଖ ଅବଧାରି। ସାରଳାମହେଭାରତ. ବିରାଟ।
  • ଦେ. ପଦ୍ୟ. କ୍ରି—(ସଂ. ଅବଧାରଣ) — ମନ ମଧ୍ୟରେ ଦୃଢ଼ଭାବରେ ଅଙ୍କିତ କରିବା — To fix steadily in the mind
  • ଦେ. ପଦ୍ୟ. କ୍ରି—(ସଂ. ଅବଧାରଣ) — ଏ ବିଧିମତେ ପୂଜାକରି। ମୋ ରୂପେ ମନ ଅବଧାରି। ଜଗନ୍ନାଥ. ଭାଗବତ. 11 ଶ। — ଏ ବିଧିମତେ ପୂଜାକରି ମୋ ରୂପେ ମନ ଅବଧାରି ଜଗନ୍ନାଥ. ଭାଗବତ.11ଶ