ଅବଧାରଣୀୟ Abadhāraṇīya

  • ସଂ. ବିଣ (ଅବ+ଧାରି ଧାତୁ+କର୍ମ. ଅନୀୟ) — ନିରୂପିତହେବାର ଯୋଗ୍ୟ — Fit to be ascertained
  • ସଂ. ବିଣ (ଅବ+ଧାରି ଧାତୁ+କର୍ମ. ଅନୀୟ) — ଯାହା ନିର୍ଣ୍ଣୀତ ହୋଇପାରେ — Capable of being determined; determinable; ascertainable