ଅବଧାନ୍ Abadhān

  • ଦେ. ଅ (ସଂ. ଅବଧାନ=ମନୋଯୋଗ; ସମ୍ବୋଧିତ ବ୍ୟକ୍ତିଙ୍କର ମନୋଯୋଗ ଆକର୍ଷଣ କରିବାରେ ବ୍ୟବହୃତ ଶବ୍ଦ) — ମାନ୍ୟ ବ୍ୟକ୍ତିଙ୍କୁ ସମ୍ବୋଧନ କରିବାରେ ବ୍ୟବହୃତ ହେ ମହାଶୟ! — (Interjection) Sir
  • ଦେ. ଅ (ସଂ. ଅବଧାନ=ମନୋଯୋଗ; ସମ୍ବୋଧିତ ବ୍ୟକ୍ତିଙ୍କର ମନୋଯୋଗ ଆକର୍ଷଣ କରିବାରେ ବ୍ୟବହୃତ ଶବ୍ଦ) — ଶୁଣିବାକୁ ଆଜ୍ଞା ହେଉ; ଅବଧାନକୁ ଆସୁ — May it please you; may you be pleased to hear
  • ଦେ. ଅ (ସଂ. ଅବଧାନ=ମନୋଯୋଗ; ସମ୍ବୋଧିତ ବ୍ୟକ୍ତିଙ୍କର ମନୋଯୋଗ ଆକର୍ଷଣ କରିବାରେ ବ୍ୟବହୃତ ଶବ୍ଦ) — ହେ ମହାଶୟ! ଶୁଣ — Please hear, Sir
  • ଦେ. ଅ (ସଂ. ଅବଧାନ=ମନୋଯୋଗ; ସମ୍ବୋଧିତ ବ୍ୟକ୍ତିଙ୍କର ମନୋଯୋଗ ଆକର୍ଷଣ କରିବାରେ ବ୍ୟବହୃତ ଶବ୍ଦ) — [ଅବଧାନ୍, ଆଗ ମାଇପକୁ ଚଡ୍ ଚାପଡ଼ ପଛ ମାଇପକୁ ସାବଧାନ୍—ଢଗ।]
  • ଦେ. ଅ (ସଂ. ଅବଧାନ=ମନୋଯୋଗ; ସମ୍ବୋଧିତ ବ୍ୟକ୍ତିଙ୍କର ମନୋଯୋଗ ଆକର୍ଷଣ କରିବାରେ ବ୍ୟବହୃତ ଶବ୍ଦ) — ଶୂଦ୍ରମାନେ ବ୍ରାହ୍ମଣଙ୍କୁ ବା ସମ୍ମାନନୀୟ ବ୍ୟକ୍ତିଙ୍କୁ ନମସ୍କାର କରିବାବେଳେ ଉଚ୍ଚାରିତ) ନମସ୍କାର — (uttered by a Ṡūdra while bowing to a Brāhmaṇa) Good morning
  • ଦେ. ଅ (ସଂ. ଅବଧାନ=ମନୋଯୋଗ; ସମ୍ବୋଧିତ ବ୍ୟକ୍ତିଙ୍କର ମନୋଯୋଗ ଆକର୍ଷଣ କରିବାରେ ବ୍ୟବହୃତ ଶବ୍ଦ) — (ମାନନୀୟ ବ୍ୟକ୍ତିଙ୍କ ପ୍ରଦତ୍ତ ଆଦେଶକୁ ଶିରୋଧାର୍ଯ୍ୟ କରିବାପାଇଁ ନିମ୍ନତର ବ୍ୟକ୍ତିର ପ୍ରତିଶ୍ରୁତି)—ଯେ ଆଜ୍ଞା — (used by a person promising to carry out the order given by his superior) Yes sir
  • ଦେ. ଅ (ସଂ. ଅବଧାନ=ମନୋଯୋଗ; ସମ୍ବୋଧିତ ବ୍ୟକ୍ତିଙ୍କର ମନୋଯୋଗ ଆକର୍ଷଣ କରିବାରେ ବ୍ୟବହୃତ ଶବ୍ଦ) — (ମାନ୍ୟ ବ୍ୟକ୍ତି ବା ପ୍ରଭୁଭୃତ୍ୟକୁ ଡାକିଲେ ଭୃତ୍ୟ ଦେବା ପ୍ରତ୍ୟୁତ୍ତର; ଆଜ୍ଞା ! ମୁଁ ସାବଧାନ ଅଛି; ଆପଣ କଅଣ ଆଜ୍ଞା କରିବେ କରନ୍ତୁ — (Used by a servant in responding to the call of the master) Yes, sir !