ଅବଧାନିଆଁ Abadhāniāñ

  • ଦେ. ବିଣ — ଅବଧାନ ବା ଚାହାଳୀର ପୁରୁଣାକାଳିଆ ଶିକ୍ଷକ ସମ୍ବନ୍ଧୀୟ — Relating to village-teachers
  • ଦେ. ବିଣ — (ଯଥା—ଆଜିକାଲି ଇସ୍କୁଲରୁ ଆଗକାର ଅବଧାନିଆଁ ଯାଉଁଳି- ବେତ, ମଢ଼ୂଆ ଶାଙ୍କୁଳି, ନାକବାଳ ଆଦି ଉଠି ଗଲାଣି।