ଅବଧାନପିଣ୍ଡି Abadhānapiṇḍi

  • ଦେ. ବି. (ଓ. ଅବଧାନ+ସଂ. ପୀଠ) — ଚାହାଳୀରେ ପଢ଼ାଇଲା ବେଳେ ଅବଧାନ ବା ଶିକ୍ଷକ ମହାଶୟ ବସିବା ପାଇଁ ନିର୍ମିତ ମାଟିର ଉଚ୍ଚ ବେଦିକା ବା ପୀଠ — The raised seat made of earth on which a village-teacher sits while teaching