ଅବଧାନପର Abadhānapara

  • ସଂ. ବିଣ. ପୁଂ. (ବହୁବ୍ରୀହି; ଅବଧାନ+ପର) — ସାବଧାନ — Careful
  • ସଂ. ବିଣ. ପୁଂ. (ବହୁବ୍ରୀହି; ଅବଧାନ+ପର) — ମନୋଯୋଗୀ — Attentive
  • ସଂ. ବିଣ. ପୁଂ. (ବହୁବ୍ରୀହି; ଅବଧାନ+ପର) — ଦତ୍ତାବଧାନ — Attending to