ଅବଧାନକୁ ଆସୁ (ଆପଣଙ୍କ; ଛାମୁଙ୍କ; ହଜୁରଙ୍କ) Abadhānaku āsu

  • ଦେ. ଅ. (ମାନ୍ୟ ବ୍ୟକ୍ତିଙ୍କ ପ୍ରତି ବ୍ୟବହୃତ; ଏଥିର ମର୍ମ ଏ ବିଷୟ ଆପଣଙ୍କର ଦିବ୍ୟ ଅବଧାନକୁ ଆସୁ) — (ଏ ବିଷୟ) ଆପଣ ଶୁଣି ଆଜ୍ଞାହୁଅନ୍ତୁ; ଶୁଣିବାକୁ ସାବଧାନ ମଣିମା — Be pleased to hear (this); deign to hear