ଅବତାରବାଦ Abatārabāda

  • ସଂ. ବି. — ପୃଥିବୀରୁ ପାପଭାର ଲଘୁ କରିବା ପାଇଁ ଦେବତା ମର୍ତ୍ତ୍ୟରେ ଜନ୍ମଗ୍ରହଣ କରନ୍ତି—ଏହି ଲୋକ ବିଶ୍ୱାସ — Theory of the Deities advent into the world as incarnation; Incarnation Theory