ଅବଚ୍ଛେଦାବଚ୍ଛେଦ Abachchhedābachchheda
- ସଂ. ବି. ( 6 ଷ୍ଠୀ ତତ୍; ଅବଚ୍ଛେଦ+ଅବଚ୍ଛେଦ; ପ୍ରଭେଦମାନଙ୍କର ବିନାଶ— କରଣ) — ବହୁ ବସ୍ତୁରେ ଲକ୍ଷିତ ପ୍ରଭେଦମାନଙ୍କୁ ଦୂର କରି ସେମାନଙ୍କୁ ଏକଶ୍ରେଣୀଭୁକ୍ତ କରିବା — Generalisation by removing distinctions
- ସଂ. ବି. ( 6 ଷ୍ଠୀ ତତ୍; ଅବଚ୍ଛେଦ+ଅବଚ୍ଛେଦ; ପ୍ରଭେଦମାନଙ୍କର ବିନାଶ— କରଣ) — ପ୍ରଭେଦମାନଙ୍କର ଦୂରୀକରଣ — Removing distinctions