ଅବଘାତ
- ସଂ. ବି (ଅବ+ହନ ଧାତୁ+ଭାବ. ଅ; ହନ ସ୍ଥାନରେ ଘାତ ଆଦେଶ) — ମାଡ଼ ଦେବା; ବାଡ଼େଇବା — Beating
- ସଂ. ବି (ଅବ+ହନ ଧାତୁ+ଭାବ. ଅ; ହନ ସ୍ଥାନରେ ଘାତ ଆଦେଶ) — ସାଙ୍ଘାତିକ ପ୍ରହାର; ଦାରୁଣ ପ୍ରହାର — Grievous or fatal blow; violent or sharp blow
- ସଂ. ବି (ଅବ+ହନ ଧାତୁ+ଭାବ. ଅ; ହନ ସ୍ଥାନରେ ଘାତ ଆଦେଶ) — ଅପଘାତ (ଦେଖ) — Apaghāta (See)
- ସଂ. ବି (ଅବ+ହନ ଧାତୁ+ଭାବ. ଅ; ହନ ସ୍ଥାନରେ ଘାତ ଆଦେଶ) — ଅପମୃତ୍ୟୁ — Unnatural or accidental or violent death
- ସଂ. ବି (ଅବ+ହନ ଧାତୁ+ଭାବ. ଅ; ହନ ସ୍ଥାନରେ ଘାତ ଆଦେଶ) — କଣ୍ଡନ; ଧାନ ଚାଉଳ ଆଦିକୁ ଢିଙ୍କି ବା ଉଦୂଖଳ ମୂଷଳ ଦ୍ୱାରା କାଣ୍ଡିବା — Husking of paddy etc.; threshing of corn by bruising
- ସଂ. ବି (ଅବ+ହନ ଧାତୁ+ଭାବ. ଅ; ହନ ସ୍ଥାନରେ ଘାତ ଆଦେଶ) — (ଯଥା—ଏ ଶବ୍ଦର ଅନ୍ୟ ରୂପ ଅବହନନ; ଅବହତି।)