ଅବଚୟ Abachaya

  • ସଂ. ବି (ଅବ+ଚି ଧାତୁ=ତୋଳିବା+ଭାବ. ଅ) — ଫୁଲ ଫଳ ଆଦି ଗଛରୁ ତୋଳିବା; ପାରିବା — The picking of flowers and fruits
  • ସଂ. ବି (ଅବ+ଚି ଧାତୁ=ତୋଳିବା+ଭାବ. ଅ) — କରଇ ମୁଁ କୁସୁମ ଅବଚୟ—ଦୀନକୃଷ୍ଣ,ରସକଲ୍ଲୋଳ।
  • ସଂ. ବି (ଅବ+ଚି ଧାତୁ=ତୋଳିବା+ଭାବ. ଅ) — ଆହରଣ; ଏକତ୍ର ରଖିବା — Collecting; gathering
  • ସଂ. ବି (ଅବ+ଚି ଧାତୁ=ତୋଳିବା+ଭାବ. ଅ) — ସଞ୍ଚୟ — Storing
  • ସଂ. ବି (ଅବ+ଚି ଧାତୁ=ତୋଳିବା+ଭାବ. ଅ) — ଅପଚୟ — Waste; squandering