ଅବଘରା

  • ଦେ. ବିଣ. (ଅ+ବଘରା) — ତେଲ ବା ଘିଅ ଏବଂ ମସଲା ଦ୍ୱାରା ବଘରା ହୋଇ ନ ଥିବା (ବ୍ୟଞ୍ଜନ) — (curry) Not seasoned with boiled oil or ghee