ଅବଗୋରଣ Abagoraṇa

  • ସଂ. ବି. (ଅବ=ବିରୋଧରେ+ଗୁରୁ ଧାତୁ=ଉତ୍ତୋଳନ କରିବା+ଭାବ. ଅନ) — ବଧାର୍ଥ ଅସ୍ତ୍ରାଦି ଉତ୍ତୋଳନ; ଶସ୍ତ୍ରାଦି ଉଞ୍ଚାଇବା — The lifting of a weapon to kill or strike