ଅବକ୍ଷିପ୍ତ Abkshipta

  • ସଂ. ବିଣ. (ଅବ+କ୍ଷିପ୍ତ) — ବିତାଡିତ — Driven away; removed
  • ସଂ. ବିଣ. (ଅବ+କ୍ଷିପ୍ତ) — ତଳକୁ ଫିଙ୍ଗା ଯାଇଥିବା — Thrown down
  • ସଂ. ବିଣ. (ଅବ+କ୍ଷିପ୍ତ) — ଉପହସିତ — Jeered at
  • ସଂ. ବିଣ. (ଅବ+କ୍ଷିପ୍ତ) — ତିରସ୍କୃତ — Chidden; rebuked
  • ସଂ. ବିଣ. (ଅବ+କ୍ଷିପ୍ତ) — ବିକ୍ଷିପ୍ତ — Scattered
  • ସଂ. ବିଣ. (ଅବ+କ୍ଷିପ୍ତ) — ବ୍ୟଙ୍ଗ ବିଦ୍ରୂପ ଦ୍ୱାରା ଉପହସିତ — Reviled; satirised