ଅବକ୍ରୁଷ୍ଟ Abakrushṭa

  • ସଂ. ବିଣ. (ଅବ=ଅପ୍ରିୟ+କୃଷ୍ ଧାତୁ=ଡାକିବା+କର୍ମ. ତ) — ଭର୍ତ୍ସିତ — Chidden; rebuked
  • ସଂ. ବିଣ. (ଅବ=ଅପ୍ରିୟ+କୃଷ୍ ଧାତୁ=ଡାକିବା+କର୍ମ. ତ) — ଅଭିଶପ୍ତ — Cursed
  • ସଂ. ବିଣ. (ଅବ=ଅପ୍ରିୟ+କୃଷ୍ ଧାତୁ=ଡାକିବା+କର୍ମ. ତ) — ନିନ୍ଦିତ — Blamed