ଅଫୁଟନ୍ତା Aphuṭantā

  • ଦେ. ବିଣ. (ସଂ. ଅପ୍ରସ୍ଫୁଟିତ) — କଢ଼ ଧରି ଥିବା ଅଥଚ ଫୁଲ ହୋଇ ନ ଥବା; ଅଫୁଟା; ଅପ୍ରସ୍ଫୁଟିତ (ଫୁଲ); ଅବିକସିତ — Not in bloom (flower); in bud