ଅଫିସିଅଲ୍ Aphisial

  • ବୈଦେ. ବିଣ (ଇଂ. ଅଫ୍ଫିସିଆଲ୍) — ସରକାରୀ କାମ ସମ୍ବନ୍ଧୀୟ; ସରକାରୀ — Official
  • ବୈଦେ. ବିଣ (ଇଂ. ଅଫ୍ଫିସିଆଲ୍) — କୌଣସି କାର୍ଯ୍ୟାଳୟ ସମ୍ବନ୍ଧୀୟ — Relating to any office