ଅଫିଟାଖଣି Aphitākhaṇi
- ଦେ. ବି. — ଯେଉଁ ଧାନ ଖଣି ଫିଟାଯାଇ ସେଥିରୁ ଧାନ ବାହାରି ନ ଥାଏ — An under ground storage of paddy which has not yet been opened up
- ଦେ. ବି. — (ସ୍ନେହ ସମ୍ବୋଧନ; ଅଫିଟା ଖଣି ପରି) ଅତି ପ୍ରିୟ ଲୋକ — One's dearest person
- ଦେ. ବି. — ନୟନ ପିତୁଳା ତୁମ୍ଭେ ମୋ ଅଫିଟା ଖଣି। ନନ୍ଦକିଶୋର. ସୀତାବନବାସ।