ଅପଡ଼ Apaṟḍ̠a

  • ଦେ. ବି. — ବିରୋଧ — Opposition
  • ଦେ. ବି. — ଶତ୍ରୁତା — Enmity; bad terms (between two persons.)
  • ଦେ. ବି. — ଶୁଣାଯାଏ ପୁଅମାନେ କିଛି ଉଡ଼ାଇ ଦେବାରୁ ବାପ ପୁଅଙ୍କର ଅପଡ଼— ଫକୀରମୋହନ, ଛମାଣ ଆଠଗୁଣ୍ଠ।
  • ଦେ. ବିଣ — ବିରୋଧୀ — Inimical
  • ଦେ. ବିଣ — ପତନରହିତ; ସ୍ଥାୟୀ — Not collapsing
  • ଦେ. ବିଣ — ଯାହା ପଡ଼ିଯିବାର ସମ୍ଭାବନା ନାହିଁ — Not liable to fall down