ଅପଟାନ୍ତର Apaṭāntara

  • ସଂ. ବିଣ (ଅ=ନୁହେ+ପଟ=ବସ୍ତ୍ର+ଅନ୍ତର=ବ୍ୟବଧାନ) — ସଂସକ୍ତ; ଅବ୍ୟବହିତ — Very near
  • ସଂ. ବିଣ (ଅ=ନୁହେ+ପଟ=ବସ୍ତ୍ର+ଅନ୍ତର=ବ୍ୟବଧାନ) — (ଅ=ନୁହେ+ପଟ=ଚିତ୍ରପଟ+ଅନ୍ତର=ବ୍ୟବଧାନ) ଯାହାର ପଟାନ୍ତର ବା ଉପମା ନାହିଁ; ନିରୁପମ — Incomparable