ଅପଣ୍ତିତ Apaṇdita

  • ସଂ. ବିଣ. (ଅ=ନୁହେ+ପଣ୍ତିତ=ବିଦ୍ୱାନ୍) — ଅବିଦ୍ୱାନ୍; ମୂର୍ଖ; ବିଦ୍ୟାଶୂନ୍ୟ — Not learned; ignorant; illiterate
  • ସଂ. ବିଣ. (ଅ=ନୁହେ+ପଣ୍ତିତ=ବିଦ୍ୱାନ୍) — ମୁହିଁ ମୂଢ଼ ମୂର୍ଖ ଜନ ଶୂଦ୍ର ଅପଣ୍ତିତ— ସାରଳା ମହାଭାରତ, ବିରାଟ।