ଅପ୍ରୀତି Aprīti
- ସଂ. ବି. (ଅ+ପ୍ରୀତି) — ଅପଡ଼; ଅବନ; ଅସଦ୍ଭାବ — Illfeeling; want of good feeling
- ସଂ. ବି. (ଅ+ପ୍ରୀତି) — ଅସନ୍ତୋଷ; ବିରକ୍ତି — Displeasure; discontent
- ସଂ. ବି. (ଅ+ପ୍ରୀତି) — ଅସୁଖ — Dislike
- ସଂ. ବି. (ଅ+ପ୍ରୀତି) — ବିବାଦ — Dispute
- ସଂ. ବି. (ଅ+ପ୍ରୀତି) — ଅସୁକୁ; ଘୃଣା — Aversion
- ସଂ. ବି. (ଅ+ପ୍ରୀତି) — ବିରୋଧ; ଶତ୍ରୁତା — Enmity
- ସଂ. ବି. (ଅ+ପ୍ରୀତି) — ସୋଦରେ ଅପଘାତ ଅପ୍ରୀତି ନ କରିବା। ସାରଳା. ମହାଭାରତ, ଆଦି।