ଅପ୍ରାପ୍ୟ Aprāpya

  • ସଂ. ବିଣ. (ଅ+ପ୍ରାପ୍ତ) — ଯାହା ପାଉଣା ନୁହେ — Not due
  • ସଂ. ବିଣ. (ଅ+ପ୍ରାପ୍ତ) — ଯାହା ପାଇବା ଅସାଧ୍ୟ — Unattainable
  • ସଂ. ବିଣ. (ଅ+ପ୍ରାପ୍ତ) — ଦୁଷ୍ପ୍ରାପ୍ୟ; ଦୁର୍ଲଭ — Scarce
  • ସଂ. ବିଣ. (ଅ+ପ୍ରାପ୍ତ) — ଯାହା ମିଳିବା ଅସମ୍ଭବ — Not to be had