ଅପ୍ରାପ୍ତଯୌବନ Aprāptaj̄a̲u̲bana

  • ସଂ. ବିଣ. ପୁଂ. (ନଞ. ତତ୍; ଅ+ପ୍ରାପ୍ତଯୌବନ କିମ୍ବା ବହୁବ୍ରୀହି, ଅପ୍ରାପ୍ତ+ଯୌବନ) — କିଶୋର; ଯେ ଅବଧି ଯୁବା ହୋଇ ନାହିଁ — Adolescent; not yet become adult