ଅପ୍ରାକରଣିକ Aprākaraṇika
- ସଂ. ବିଣ. (ଅ+ପ୍ରାକରଣିକ) — ଅପ୍ରାସଙ୍ଗିକ; ଆଲୋଚିତ ବିଷୟ ସଙ୍ଗେ ସମ୍ବନ୍ଧ ହୀନ — Irrelevant; impertinent; not to the point
- ସଂ. ବିଣ. (ଅ+ପ୍ରାକରଣିକ) — ଅପ୍ରସ୍ତାବିତ — Not proposed
- ସଂ. ବିଣ. (ଅ+ପ୍ରାକରଣିକ) — ପ୍ରସ୍ତାବର ବହିର୍ଭୂତ — Beyond the limit of a proposal