ଅପ୍ରସ୍ତାବ Aprastāba

  • ସଂ. ବି. (ଅ+ପ୍ରସ୍ତାବ) — ପ୍ରସ୍ତାବ ବା ପ୍ରାର୍ଥନାର ଅଭାବ — Non-proposal
  • ସଂ. ବି. (ଅ+ପ୍ରସ୍ତାବ) — ମନ୍ଦ ପ୍ରସ୍ତାବ — Bad proposal
  • ସଂ. ବିଣ — ଯାହା ପସ୍ତାବିତ ବା ପ୍ରାର୍ଥିତ ହୋଇ ନାହିଁ — Not prayed for