ଅପ୍ରସିଦ୍ଧ Aprasiddha

  • ସଂ. ବିଣ. (ଅ+ପ୍ରସିଦ୍ଧ) — ଯେ ବା ଯାହା ବିଖ୍ଯାତ ନୁହେଁ — Uncelebrated
  • ସଂ. ବିଣ. (ଅ+ପ୍ରସିଦ୍ଧ) — ଅପ୍ରତିଷ୍ଠିତ — Not established
  • ସଂ. ବିଣ. (ଅ+ପ୍ରସିଦ୍ଧ) — ଅସାଧାରଣ — Unusual; uncommon
  • ସଂ. ବିଣ. (ଅ+ପ୍ରସିଦ୍ଧ) — ସାଧାରଣତଃ ଜଣା ନ ଥିବା — Not generally known
  • ସଂ. ବିଣ. (ଅ+ପ୍ରସିଦ୍ଧ) — ଅସିଦ୍ଧ; ଅନିଷ୍ପନ୍ନ — Unaccomplished
  • ସଂ. ବିଣ. (ଅ+ପ୍ରସିଦ୍ଧ) — ଅପ୍ରମାଣିତ — Not proved
  • ସଂ. ବିଣ. (ଅ+ପ୍ରସିଦ୍ଧ) — ଅମୂଳକ — Baseless
  • ସଂ. ବିଣ. (ଅ+ପ୍ରସିଦ୍ଧ) — ଅପ୍ରଚଳିତ — Not current; obsolete; not in vogue
  • ସଂ. ବିଣ. (ଅ+ପ୍ରସିଦ୍ଧ) — (ଯଥା—ଅପ୍ରସିଦ୍ଧ ପଦ।)