ଅପ୍ରସନ୍ନ Aprasanna
- ସଂ. ବିଣ. ପୁଂ. (ଅ+ପ୍ରସନ୍ନ) — ଅସନ୍ତୁଷ୍ଟ; ବିରକ୍ତ — Dissatisfied; displeased
- ସଂ. ବିଣ. ପୁଂ. (ଅ+ପ୍ରସନ୍ନ) — ବିରସ (ମୁଖ) — Frowning (face); scowling
- ସଂ. ବିଣ. ପୁଂ. (ଅ+ପ୍ରସନ୍ନ) — ଅପ୍ରଫୁଲ୍ଲ; ମ୍ଳାନ — Faded
- ସଂ. ବିଣ. ପୁଂ. (ଅ+ପ୍ରସନ୍ନ) — ପ୍ରତିକୂଳ — Unfavourable
- ସଂ. ବିଣ. ପୁଂ. (ଅ+ପ୍ରସନ୍ନ) — ପ୍ରସାଦରହିତ — Not propitiated
- ସଂ. ବିଣ. ପୁଂ. (ଅ+ପ୍ରସନ୍ନ) — ଦୁଃଖିତ; ନିରାନନ୍ଦ — Joyless; grieved
- ସଂ. ବିଣ. ପୁଂ. (ଅ+ପ୍ରସନ୍ନ) — କ୍ଷୁବ୍ଧ — Agitated; perplexed
- ସଂ. ବିଣ. ପୁଂ. (ଅ+ପ୍ରସନ୍ନ) — ଗୋଳିଆ (ପାଣି) — Muddy (Water)
- ସଂ. ବିଣ. ପୁଂ. (ଅ+ପ୍ରସନ୍ନ) — ଅନିର୍ମଳ — Not clear