ଅପ୍ରସଙ୍ଗ Aprasaṅga
- ସଂ. ବି. (ଅ+ପ୍ରସଙ୍ଗ) — ଆଲୋଚିତ ବିଷୟ ସହିତ ପ୍ରସଙ୍ଗ ବା ସମ୍ପର୍କର ଅଭାବ — Irrelevance; want of relevance
- ସଂ. ବି. (ଅ+ପ୍ରସଙ୍ଗ) — (ନ୍ୟାୟ ଦର୍ଶନ) ସମ୍ପର୍କର ଅଭାବ — (Nyāya philosophy) Want of connection
- ସଂ. ବି. (ଅ+ପ୍ରସଙ୍ଗ) — ମନ୍ଦ ପ୍ରସଙ୍ଗ — Bad point
- ସଂ. ବି. (ଅ+ପ୍ରସଙ୍ଗ) — ନ ଖାଟିବା ଅବସ୍ଥା — Non-applicability (M.W.)