ଅପ୍ରସକ୍ତ Aprasakta

  • ସଂ. ବିଣ. (ଅ+ପ୍ରସକ୍ତ) — ଲାଗି ନ ଥିବା; ଲଗ୍ନ ହୋଇ ନ ଥିବା — Not attached to
  • ସଂ. ବିଣ. (ଅ+ପ୍ରସକ୍ତ) — ଅନାସକ୍ତ; ଆସକ୍ତ ହୋଇ ନ ଥିବା — Not addicted to