ଅପ୍ରଶସ୍ତ Apraṡasta
- ସଂ. ବିଣ (ଅ+ପ୍ରଶସ୍ତ) — (ବୈଦିକ) ଅପ୍ରଶଂସିତ — Not praised (M.W.)
- ସଂ. ବିଣ (ଅ+ପ୍ରଶସ୍ତ) — ନିକୃଷ୍ଟ — Inferior (M.W.)
- ସଂ. ବିଣ (ଅ+ପ୍ରଶସ୍ତ) — ଅକାମିକା; ନିକମ୍ମା — Worthless (M.W.)
- ସଂ. ବିଣ (ଅ+ପ୍ରଶସ୍ତ) — ଅବିସ୍ତୃତ; ଅଳ୍ପ ଚଉଡ଼ା — Not wide; not extensive
- ସଂ. ବିଣ (ଅ+ପ୍ରଶସ୍ତ) — ସଂକୀର୍ଣ୍ଣ — Narrow
- ସଂ. ବିଣ (ଅ+ପ୍ରଶସ୍ତ) — ଅପ୍ରଚଳିତ — Not in use; not current; obsolete
- ସଂ. ବିଣ (ଅ+ପ୍ରଶସ୍ତ) — ନିନ୍ଦିତ — Blameworthy
- ସଂ. ବିଣ (ଅ+ପ୍ରଶସ୍ତ) — ପ୍ରତିକୂଳ — Unfavourable
- ସଂ. ବିଣ (ଅ+ପ୍ରଶସ୍ତ) — ଅଶୁଭକର — Inauspicious
- ସଂ. ବିଣ (ଅ+ପ୍ରଶସ୍ତ) — ଅଯଥେଷ୍ଟ — Insufficient
- ସଂ. ବିଣ (ଅ+ପ୍ରଶସ୍ତ) — ଅସୁବିଧାଜନକ — Inconvenient
- ସଂ. ବିଣ (ଅ+ପ୍ରଶସ୍ତ) — ଜ୍ୟୋତିଷଶାସ୍ତ୍ର ମତରେ ଅଶୁଭଜନକ ବା ଅଶୁଚି (କାଳ) — Astronomically inauspicious or impure (time)