ଅପ୍ରଶଂସ୍ୟ Apraṡaṁsya

  • ସଂ. ବିଣ. (ଅ+ପ୍ରଶଂସ୍ୟ) — ପ୍ରଶଂସା ପାଇବାର ଅଯୋଗ୍ୟ — Not praiseworthy
  • ସଂ. ବିଣ. (ଅ+ପ୍ରଶଂସ୍ୟ) — ନିନ୍ଦ୍ୟ; ନିନ୍ଦାର୍ହ — Blameworthy