ଅପ୍ରଲଘୁ Apralaghu

  • ସଂ. ବିଣ (ଅ+ପ୍ରଲଘୁ) — ଯାହା ଅତି ଲଘୁ ନୁହେଁ; ଅଧିକ — Considerable
  • ସଂ. ବିଣ (ଅ+ପ୍ରଲଘୁ) — ବିଘୋଷକାଶ୍ରୟାପ୍ରଲଘୁ ସ୍ତନିତ ହେବ ଖସି ପ୍ରଭା ନଭୁଁ। ଭଞ୍ଜ, ବୈଦେହୀଶବିଳାସ।