ଅପ୍ରବୃତ୍ତ Aprabṛutta
- ସଂ. ବିଣ. (ଅ+ପ୍ରବୃତ୍ତ) — ଅନାରବ୍ଧ — Not commenced
- ସଂ. ବିଣ. (ଅ+ପ୍ରବୃତ୍ତ) — ଅନିଯୁକ୍ତ — Not engaged
- ସଂ. ବିଣ. (ଅ+ପ୍ରବୃତ୍ତ) — କାର୍ଯ୍ୟ କରୁ ନ ଥିବା — Not acting
- ସଂ. ବିଣ. (ଅ+ପ୍ରବୃତ୍ତ) — ଯାହାକୁ କେହି କୌଣସି କାର୍ଯ୍ୟ କରିବାକୁ ପ୍ରବର୍ତ୍ତାଇ ନ ଥାଏ — Not instigated