ଅପ୍ରବୀଣ Aprabīṇa

  • ସଂ. ବିଣ. ପୁଂ. (ଅ+ପ୍ରବୀଣ) — ଅପଟୁ — Unskilful
  • ସଂ. ବିଣ. ପୁଂ. (ଅ+ପ୍ରବୀଣ) — ଅନନୁଭବୀ; ଯେ ବୋଧା ନୁହେ — Inexperienced