ଅପ୍ରତିରୂପ Apratirāpa

  • ସଂ. ବିଣ. (ବହୁବ୍ରୀହି; ଅ+ପ୍ରତିରୂପ) — ଅନୁପମ — Incomparable
  • ସଂ. ବିଣ. (ବହୁବ୍ରୀହି; ଅ+ପ୍ରତିରୂପ) — ଅଦ୍ୱିତୀୟ — Unique
  • ସଂ. ବିଣ. (ବହୁବ୍ରୀହି; ଅ+ପ୍ରତିରୂପ) — ଅପ୍ରତିଦ୍ୱନ୍ଦ୍ୱୀ — Unrivalled