ଅପ୍ରତିମ Apratima

  • ସଂ. ବିଣ. ପୁଂ. (ବହୁବ୍ରୀହି; ଅ+ପ୍ରତିମା; ଯାହାର ପ୍ରତିମା ବା ସାଦୃଶ୍ୟ ନାହିଁ) — ଅନୁପମ; ନିରୁପମ; ଅତୁଳନୀୟ — Unique; matchless; incomparable