ଅପ୍ରତିବନ୍ଧକ Apratibandhaka

  • ସଂ. ବିଣ. (ବହୁବ୍ରୀହି; ଅ+ପ୍ରତିବନ୍ଧକ) — ବାଧାରହିତ — Unobstruced
  • ସଂ. ବିଣ. (ବହୁବ୍ରୀହି; ଅ+ପ୍ରତିବନ୍ଧକ) — (ନଞ ତତ୍) ଯାହା ବିଘ୍ନକର ନୁହେଁ — Unobstructive