ଅପ୍ରକୃତ Aprakṛuta
- ସଂ. ବିଣ. (ଅ+ପ୍ରକୃତ) — ଅଯଥାର୍ଥ — Incorrect
- ସଂ. ବିଣ. (ଅ+ପ୍ରକୃତ) — ଅସତ୍ୟ; ମିଥ୍ୟା — False
- ସଂ. ବିଣ. (ଅ+ପ୍ରକୃତ) — ଅସ୍ୱାଭାବିକ — Unnatural
- ସଂ. ବିଣ. (ଅ+ପ୍ରକୃତ) — ଅବାସ୍ତବ; କଳ୍ପିତ — Imaginary
- ସଂ. ବିଣ. (ଅ+ପ୍ରକୃତ) — ବେଠିକ୍ — Not real
- ସଂ. ବିଣ. (ଅ+ପ୍ରକୃତ) — କୃତ୍ତ୍ରିମ; ଗଢ଼ା — Artificial