ଅପ୍ରକାଶିତ Aprakaṡita
- ସଂ. ବିଣ. (ଅ+ପ୍ରକାଶିତ) — ଅପ୍ରକଟ (ଦେଖ) — Aprakaṭa (See)
- ସଂ. ବିଣ. (ଅ+ପ୍ରକାଶିତ) — ଅପ୍ରଷ୍ଫୁଟିତ; ଫୁଟି ନ ଥିବା (ଫୁଲ) — (flower) Not in bloom
- ସଂ. ବିଣ. (ଅ+ପ୍ରକାଶିତ) — ଯାହା ଅବଧି ଛପା ହୋଇ ପ୍ରକାଶ ହୋଇ ନାହିଁ — Not yet published
- ସଂ. ବିଣ. (ଅ+ପ୍ରକାଶିତ) — ଅଦୃଶ୍ୟ — Invisible