ଅପ୍ପିତ୍ତ Appitta

  • ସଂ. ବି. (ଅପ=ଜଳ+ପିତ୍ତ=ଶରୀରସ୍ଥ ଧାତୁବିଶେଷ; ଜଳ ବିଷୟରେ ଯାହା ପିତ୍ତ; ପିତ୍ତ ଧାତୁର ଶୋଷଣ କରିବା ଗୁଣ ଥିବାରୁ, ଯାହା ଜଳକୁ ଶୋଷଣ କରେ) — ଅଗ୍ନି; ନିଆଁ — Fire
  • ସଂ. ବି. (ଅପ=ଜଳ+ପିତ୍ତ=ଶରୀରସ୍ଥ ଧାତୁବିଶେଷ; ଜଳ ବିଷୟରେ ଯାହା ପିତ୍ତ; ପିତ୍ତ ଧାତୁର ଶୋଷଣ କରିବା ଗୁଣ ଥିବାରୁ, ଯାହା ଜଳକୁ ଶୋଷଣ କରେ) — ଚିତ୍ରକ; ଧଳାଚିତା ଗୁଳ୍ମ — A plant