ଅପ୍ପତି Appati

  • ସଂ. ବି. ( 6 ଷ୍ଠୀ ତତ୍; ଅପ୍+ପତି) — ସମୁଦ୍ର — The sea
  • ସଂ. ବି. ( 6 ଷ୍ଠୀ ତତ୍; ଅପ୍+ପତି) — ବରୁଣଦେବତା — The God of the waters