ଅପ୍ଟ୍ରେନ୍ Apṭren

  • ଦେ. ବି. (ଇଂ. ଅପ୍ଟ୍ରେନ୍) — ଯେଉଁ ରେଳ ଗାଡ଼ି ଦୂରବର୍ତ୍ତୀ ଷ୍ଟେସନରୁ ରେଳର କୈନ୍ଦ୍ରିକ ବା ମୂଳ ଷ୍ଟେସନ ଆଡ଼କୁ ଯାଏ — Uptrain (of railway)