ଅପୋଦକ Apodaka

  • ସଂ. ବିଣ. ବୈଦିକ. (ବହୁବ୍ରୀହି; ଅପଗତ+ଉଦକ ଯହିଁରୁ) — ନିର୍ଜଳ; ଜଳହୀନ — Waterless (Apte)
  • ସଂ. ବିଣ. ବୈଦିକ. (ବହୁବ୍ରୀହି; ଅପଗତ+ଉଦକ ଯହିଁରୁ) — ଯାହା ପାଣିଆ ନୁହେଁ; କାଠୁଆ — Not fluid (Apte)