ଅପେକ୍ଷିତ Apkshita
- ସଂ. ବିଣ. (ଅପ+ଇକ୍ଷିତ=ଦୃଷ୍ଟ) — ପ୍ରତୀକ୍ଷିତ; ପ୍ରତୀକ୍ଷାକରାଯିବା — Waited
- ସଂ. ବିଣ. (ଅପ+ଇକ୍ଷିତ=ଦୃଷ୍ଟ) — ଇସ୍ପିତ; ଆକାଙ୍କ୍ଷିତ — Desired; wished for
- ସଂ. ବିଣ. (ଅପ+ଇକ୍ଷିତ=ଦୃଷ୍ଟ) — ଯାହାକୁ ଆଶା କରାଯାଇଥାଏ; ପ୍ରତ୍ୟାଶିତ — Hoped for; expected
- ସଂ. ବିଣ. (ଅପ+ଇକ୍ଷିତ=ଦୃଷ୍ଟ) — ପର୍ଯ୍ୟବେକ୍ଷିତ — Observed
- ସଂ. ବିଣ. (ଅପ+ଇକ୍ଷିତ=ଦୃଷ୍ଟ) — ପୂଜିତ; ସମ୍ମାନିତ — Respected; honoured; adored
- ସଂ. ବିଣ. (ଅପ+ଇକ୍ଷିତ=ଦୃଷ୍ଟ) — ତୁଳିତ — Compared
- ସଂ. ବିଣ. (ଅପ+ଇକ୍ଷିତ=ଦୃଷ୍ଟ) — ଅନୁରୁଦ୍ଧ — Requested
- ସଂ. ବିଣ. (ଅପ+ଇକ୍ଷିତ=ଦୃଷ୍ଟ) — ବିବେଚିତ — Considered