ଅପେକ୍ଷା Apekshā
- ସଂ. ବି. (ଅପ+ଈକ୍ଷ ଧାତୁ+ଭାବ. ଅ+ଆ) — ପ୍ରତୀକ୍ଷା — Awaiting; waiting
- ସଂ. ବି. (ଅପ+ଈକ୍ଷ ଧାତୁ+ଭାବ. ଅ+ଆ) — ବାସନା; ଇଚ୍ଛା; ଆକାଙ୍କ୍ଷା — Desire; wish
- ସଂ. ବି. (ଅପ+ଈକ୍ଷ ଧାତୁ+ଭାବ. ଅ+ଆ) — କ୍ଷୁଧା ପିପାସାର ଯେ ଅପେକ୍ଷା ତେଜିବି। କୃଷ୍ଣସିଂହ, ମହାଭାରତ, ଆଦି।
- ସଂ. ବି. (ଅପ+ଈକ୍ଷ ଧାତୁ+ଭାବ. ଅ+ଆ) — ଆଶା; ଭରସା — Hope; expectation
- ସଂ. ବି. (ଅପ+ଈକ୍ଷ ଧାତୁ+ଭାବ. ଅ+ଆ) — ଅନୁରୋଧ — Request
- ସଂ. ବି. (ଅପ+ଈକ୍ଷ ଧାତୁ+ଭାବ. ଅ+ଆ) — ସମ୍ଭ୍ରମ; ସମ୍ମାନ; ଖାତିରି — Respect; regard
- ସଂ. ବି. (ଅପ+ଈକ୍ଷ ଧାତୁ+ଭାବ. ଅ+ଆ) — ପ୍ରାର୍ଥନା — Prayer; solicitation
- ସଂ. ବି. (ଅପ+ଈକ୍ଷ ଧାତୁ+ଭାବ. ଅ+ଆ) — ପର୍ଯ୍ୟବେକ୍ଷଣ — Observation
- ସଂ. ବି. (ଅପ+ଈକ୍ଷ ଧାତୁ+ଭାବ. ଅ+ଆ) — ତୁଳନା — Comparison
- ଦେ. ଅ — (ତୁଳନାର୍ଥକ) ଠାରୁ — Than
- ଦେ. ଅ — ତୁଳନାରେ — In comparison with