ଅପେକ୍ଷାକୃତ Apekshākṛut

  • ସଂ. ବିଣର ବିଣ. (ଅପେକ୍ଷା+କୃତ) — ତୁଳନାରେ (ଅଧିକତର ବା ଅଳ୍ପତର) — (more or less) In comparison; comparatively
  • ସଂ. ବିଣର ବିଣ. (ଅପେକ୍ଷା+କୃତ) — ପ୍ରଥମ ବସ୍ତୁ ବା ବ୍ୟକ୍ତି ସଙ୍ଗେ ଦ୍ୱିତୀୟ ବସ୍ତୁ ବା ବ୍ୟକ୍ତିର ତୁଳନା କରାଯିବାରେ — when compared to a thing or person previously mentioned
  • ସଂ. ବିଣର ବିଣ. (ଅପେକ୍ଷା+କୃତ) — [ଦ୍ର—କ ଖ ମଧ୍ୟରେ କ ଅପେକ୍ଷାକୃତ ସୁନ୍ଦର ଅର୍ଥାତ୍ ଖ ଅପେକ୍ଷା କ ସୁନ୍ଦରତର।]