ଅପୂର୍ଣ୍ଣ ମିତ୍ରାକ୍ଷର Apūrṇṇa mitrākshara

  • ସଂ. ବି — ଯେଉଁ ପଦ୍ୟରେ ଉପାନ୍ତ ସ୍ୱରର ମିଳନ ନ ଥାଇ କେବଳ ଅନ୍ତ୍ୟ ବର୍ଣ୍ଣର ମିଳନ ଥାଏ — Incomplete metre
  • ସଂ. ବି — କୋଟି ଲାବଣ୍ୟ ନିଧି ରେ ପଦ୍ମ ତୁହି। କି ଅମୃତେ ତୋ ତନୁ ଗଢ଼ିଲା ବିହି। ମଧୁସୂଦନ, ପଦ୍ୟ।