ଅପୂପ Apūpa

  • ସଂ. ବି. (ଅପ=ଜଳ+ବପ ଧାତୁ=ବୁଣିବା; ଛିଞ୍ଚିବା+କର୍ମ. ଅ) — ପିଠା — Cake; pudding
  • ସଂ. ବି. (ଅପ=ଜଳ+ବପ ଧାତୁ=ବୁଣିବା; ଛିଞ୍ଚିବା+କର୍ମ. ଅ) — ରୁଟି; ରୋଟିକା — Bread; loaf