ଅପୂଜ୍ୟ Apūjya

  • ସଂ. ବିଣ. (ଅ+ପୂଜ୍ୟ) — ପୂଜା ବା ସମ୍ମାନର ଅଯୋଗ୍ୟ — Not fit to be honoured or respected
  • ସଂ. ବିଣ. (ଅ+ପୂଜ୍ୟ) — ଅପୂଜିତ — Unworshipped